ରିଙ୍କି ହତ୍ୟା ମାମଲା : କାହାଣୀରେ ନୂଆ ଚରିତ୍ର ‘ତାପସ’

ପୁଲିସ ହାତରେ ହତ୍ୟାର ଯଥେଷ୍ଟ ପ୍ରମାଣ ଭୁବନେଶ୍ବର : ରାଜଧାନୀରେ ଘଟିଥିବା ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ଓରଫ୍‌ ରିଙ୍କିଙ୍କୁ ଅଭିଯୁକ୍ତ ଜଗନ୍ନାଥ ଭଲ ପାଉଥିଲା। ଏପରିକି ରିଙ୍କିଙ୍କ ବିବାହ ପରେ ମଧ୍ୟ ଉଭୟ ସଂପର୍କରେ ଥିଲେ। ତେବେ ପରେ ରିଙ୍କି ଏଥିପାଇଁ ବା‌ରଣ କରିବାରୁ ଏଥିରେ କ୍ଷୁବ୍ଧ ହୋଇ ଜଗନ୍ନାଥ ତାଙ୍କୁ ହତ୍ୟା କରିଥିବା ସନ୍ଦେହ କ୍ରମଶଃ ଘନୀଭୂତ ହେବାରେ ଲାଗିଛି। ଏ ନେଇ ଯଥେଷ୍ଟ ତଥ୍ୟପ୍ରମାଣ ପୁଲିସ ହାତରେ … Continue reading ରିଙ୍କି ହତ୍ୟା ମାମଲା : କାହାଣୀରେ ନୂଆ ଚରିତ୍ର ‘ତାପସ’